ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ୨ ଜଣକ ମୃତେଦହ, ହତ୍ୟା ସନ୍ଦେହ
ବରଗଡ଼: ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ୨ ଜଣକ ମୃତେଦହ। ଘଟଣା ଘଟିଛି ବରଗଡ଼ ଭେଡେନ ଥାନା ସୁନା ଲରମ୍ବା ପଞ୍ଚାୟତ ବାଘ ପାଲି ଗାଁରେ। ମୃତକ ହେଲେ ତରଣି ବାଗ ଓ ମେଘା ଭୁଏ।ସୂଚନା ଅନୁଯାୟୀ, ଗୁରୁବାର ଉଭୟଙ୍କୁ ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ଜଣାପଡ଼ିନଥିବାବେଳେ, ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।
ବରଗଡ଼: ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ୨ ଜଣକ ମୃତେଦହ। ଘଟଣା ଘଟିଛି ବରଗଡ଼ ଭେଡେନ ଥାନା ସୁନା ଲରମ୍ବା ପଞ୍ଚାୟତ ବାଘ ପାଲି ଗାଁରେ। ମୃତକ ହେଲେ ତରଣି ବାଗ ଓ ମେଘା ଭୁଏ।
ସୂଚନା ଅନୁଯାୟୀ, ଗୁରୁବାର ଉଭୟଙ୍କୁ ଘରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ତାହା ଜଣାପଡ଼ିନଥିବାବେଳେ, ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।