ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ

କୋରାପୁଟ,୧୪।୬(ଅମିତାଭ ବେହେରା): କୋରାପୁଟ ସହରର ପିଏଚଡି କଲୋନୀ ଅଞ୍ଚଳର ଏକ ଘରୁ ଏକ ଯୁବକଙ୍କ ମୃତଦେହ କୋରାପୁଟ ଟାଉନ ପୋଲିସ ଉଦ୍ଧାର କରିଛି। ଏନେଇ ଟାଉନ ଥାନାଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି। ଶୁକ୍ରବାର ସକାଳୁ କୋରାପୁଟ ଟାଉନ ପୋଲିସ ଏହି ମୃତ ଦେହକୁ ଉଦ୍ଧାର କରିଛି। ମିଳିଥିବା ସୂଚନାରୁ ଜଣାଯାଇଛି, ମୃତ ଯୁବକ ଜଣକ ରୋହିତ କୁମାର ପଟ୍ଟନାୟକ। ସେ ପ୍ରାଇଭେଟ ଫାଇନାନ୍ସ କମ୍ପାନୀରେ ଥିଲେ କାର୍ଯ୍ୟରତ ଥିଲେ। ଗଳିତ ଅବସ୍ଥାରେ କୋରାପୁଟ ଟାଉନ ପୋଲିସ […] The post ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ appeared first on Dharitri Odia News.

ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ

କୋରାପୁଟ,୧୪।୬(ଅମିତାଭ ବେହେରା): କୋରାପୁଟ ସହରର ପିଏଚଡି କଲୋନୀ ଅଞ୍ଚଳର ଏକ ଘରୁ ଏକ ଯୁବକଙ୍କ ମୃତଦେହ କୋରାପୁଟ ଟାଉନ ପୋଲିସ ଉଦ୍ଧାର କରିଛି। ଏନେଇ ଟାଉନ ଥାନାଧିକାରୀ ପ୍ରମୋଦ ନାୟକ ସୂଚନା ଦେଇଛନ୍ତି। ଶୁକ୍ରବାର ସକାଳୁ କୋରାପୁଟ ଟାଉନ ପୋଲିସ ଏହି ମୃତ ଦେହକୁ ଉଦ୍ଧାର କରିଛି। ମିଳିଥିବା ସୂଚନାରୁ ଜଣାଯାଇଛି, ମୃତ ଯୁବକ ଜଣକ ରୋହିତ କୁମାର ପଟ୍ଟନାୟକ। ସେ ପ୍ରାଇଭେଟ ଫାଇନାନ୍ସ କମ୍ପାନୀରେ ଥିଲେ କାର୍ଯ୍ୟରତ ଥିଲେ। ଗଳିତ ଅବସ୍ଥାରେ କୋରାପୁଟ ଟାଉନ ପୋଲିସ ମୃତଦେହ ଉଦ୍ଧାର କରି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

The post ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ appeared first on Dharitri Odia News.