ଘରେ ପ୍ରସ୍ତୁତ କରୁଥିଲେ ମଦ, ଚଢ଼ଉ ବେଳେ ଧରାପଡ଼ିଲେ ୨ ଅଭିଯୁକ୍ତ
ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବେଆଇନ ମଦ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ଉ। ସଦର ଥାନା ଅନ୍ତର୍ଗତ ନୂଆ ବାଉଁଶିଆପଲ୍ଲୀ ଗାଁର ଏକ ପରିତ୍ୟକ୍ତ ଘରେ ପ୍ରସ୍ତୁତି କରୁଥିଲେ ବେଆଇନ ମଦ। ରେଡ୍ ବେଳେ ଦୁଇ ଜଣ ଗିରଫ କରାଯାଇଛି। ବିପୁଳ ପରିମାଣର ମଦ, ମଦ ପ୍ରସ୍ତୁତ ସରଞ୍ଜାମ, ୨ଟି ମେସିନ, ପାଉଚ୍, ଲେବେଲ ଜବତ କରାଯାଇଛି। ସେହିପରି ଗୋଟିଏ ପଲସର ଗାଡି, ମୋବାଇଲ ଫୋନ, ପଲିଥିନ ଜରି ବି ଜବତ ହୋଇଛି। ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ କହିଲେ ଅବକାରୀ ଗୁଇନ୍ଦା ସୁପରିଟେଣ୍ଡେଣ୍ଟ କହିଛନ୍ତି।
ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବେଆଇନ ମଦ ପ୍ରସ୍ତୁତି ୟୁନିଟ ଉପରେ ଚଢ଼ଉ। ସଦର ଥାନା ଅନ୍ତର୍ଗତ ନୂଆ ବାଉଁଶିଆପଲ୍ଲୀ ଗାଁର ଏକ ପରିତ୍ୟକ୍ତ ଘରେ ପ୍ରସ୍ତୁତି କରୁଥିଲେ ବେଆଇନ ମଦ। ରେଡ୍ ବେଳେ ଦୁଇ ଜଣ ଗିରଫ କରାଯାଇଛି।
ବିପୁଳ ପରିମାଣର ମଦ, ମଦ ପ୍ରସ୍ତୁତ ସରଞ୍ଜାମ, ୨ଟି ମେସିନ, ପାଉଚ୍, ଲେବେଲ ଜବତ କରାଯାଇଛି। ସେହିପରି ଗୋଟିଏ ପଲସର ଗାଡି, ମୋବାଇଲ ଫୋନ, ପଲିଥିନ ଜରି ବି ଜବତ ହୋଇଛି। ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ କହିଲେ ଅବକାରୀ ଗୁଇନ୍ଦା ସୁପରିଟେଣ୍ଡେଣ୍ଟ କହିଛନ୍ତି।