ଘରେ ରଖନ୍ତୁ ସାପ କାତି, ଅନେକ ପ୍ରଭାବରୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ ୧୩।୦୮: ସାପ କାତି । ଏହାକୁ ନେଇ ରହିଛି ଅନେକ  ବିଶ୍ବାସ । ପୁରୁଣାକାଳର ଲୋକେ ସାପକାତି ଦେଖିବାମାନେ ଘରକୁ ନେଇ ଯାଆନ୍ତି । ସାପ କାତିକୁ ଅନେକ ରୋଗର ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ । ବିଶ୍ୱାସ କରାଯାଏ କି ସାପର କାତି ରୁଦ୍ରାକ୍ଷ ସହିତ ସମାନ । ବିଶ୍ୱାସ ରହିଛି ଯେ ସାପ କାତିକୁ ଘରେ ରଖିବା ଶୁଭ ଅଟେ । ଏପରି କରିବା ଦ୍ୱାରା ଘରେ କେବେବି ଟଙ୍କା ଅଭାବ ହୋଇନଥାଏ । କିନ୍ତୁ ସାପର ଏହି କାତି ଭାଙ୍ଗିବା ଉଚିତ୍ ନୁହେଁ, ନଚେତ୍‌ ଏହା ଲାଭଦାୟକ ହୋଇନଥାଏ । ଏହାକୁ ଘରେ ରଖିବା ଦ୍ବାରା ଖରାପ ଦୃଷ୍ଟିର ପ୍ରଭାବ ପଡିନଥାଏ । ଘରୁ ନକାରାତ୍ମକ ଶକ୍ତି ହଟିଯାଏ । କୁହାଯାଏ ମଙ୍ଗଳବାର ଦିନ ଗାଇ ଗୋବରରେ ଧୂପ ମିଶାଇ ପୋଡି ଘର ଚାରିପଟେ ବୁଲାନ୍ତୁ । ଏପରି କରିବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ହଟିଯାଏ ବୋଲି ବିଶ୍ୱାସ ରହିଛି ।ସ୍ୱପ୍ନରେ ସାପର ଚର୍ମ ଦେଖିବା ବହୁତ ଶୁଭ ଅଟେ । ଏହି ସ୍ୱପ୍ନ ଦେଖିଲେ କୁହାଯାଏ କି ଭବିଷ୍ୟତରେ ଜୀବନରେ ଅନେକ ଭଲ ହେବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି ମିଳିପାରେ  । 

ଘରେ ରଖନ୍ତୁ ସାପ କାତି, ଅନେକ ପ୍ରଭାବରୁ ମିଳିବ ଆଶ୍ବସ୍ତି

ନୂଆଦିଲ୍ଲୀ ୧୩।୦୮: ସାପ କାତି । ଏହାକୁ ନେଇ ରହିଛି ଅନେକ  ବିଶ୍ବାସ । ପୁରୁଣାକାଳର ଲୋକେ ସାପକାତି ଦେଖିବାମାନେ ଘରକୁ ନେଇ ଯାଆନ୍ତି । ସାପ କାତିକୁ ଅନେକ ରୋଗର ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଏ । ବିଶ୍ୱାସ କରାଯାଏ କି ସାପର କାତି ରୁଦ୍ରାକ୍ଷ ସହିତ ସମାନ । 

ବିଶ୍ୱାସ ରହିଛି ଯେ ସାପ କାତିକୁ ଘରେ ରଖିବା ଶୁଭ ଅଟେ । ଏପରି କରିବା ଦ୍ୱାରା ଘରେ କେବେବି ଟଙ୍କା ଅଭାବ ହୋଇନଥାଏ । କିନ୍ତୁ ସାପର ଏହି କାତି ଭାଙ୍ଗିବା ଉଚିତ୍ ନୁହେଁ, ନଚେତ୍‌ ଏହା ଲାଭଦାୟକ ହୋଇନଥାଏ । 

ଏହାକୁ ଘରେ ରଖିବା ଦ୍ବାରା ଖରାପ ଦୃଷ୍ଟିର ପ୍ରଭାବ ପଡିନଥାଏ । ଘରୁ ନକାରାତ୍ମକ ଶକ୍ତି ହଟିଯାଏ । କୁହାଯାଏ ମଙ୍ଗଳବାର ଦିନ ଗାଇ ଗୋବରରେ ଧୂପ ମିଶାଇ ପୋଡି ଘର ଚାରିପଟେ ବୁଲାନ୍ତୁ । ଏପରି କରିବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ହଟିଯାଏ ବୋଲି ବିଶ୍ୱାସ ରହିଛି ।

ସ୍ୱପ୍ନରେ ସାପର ଚର୍ମ ଦେଖିବା ବହୁତ ଶୁଭ ଅଟେ । ଏହି ସ୍ୱପ୍ନ ଦେଖିଲେ କୁହାଯାଏ କି ଭବିଷ୍ୟତରେ ଜୀବନରେ ଅନେକ ଭଲ ହେବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି ମିଳିପାରେ  ।