ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ
ଭୁବନେଶ୍ୱର,୫।୧୦: ଘାଟ ଜଗିଛି କୁମ୍ଭୀର। କୁଆଖାଇରେ ବୁଲୁଛି କୁମ୍ଭୀର। ଶନିବାର ସକାଳୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ ପାଇଥିଲେ । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଲୋକେ ଗାଧୋଇବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ପରେ କିଛି ଲୋକେ ଫଟୋ ଉଠାଇ ଭିଡିଓ କରିଥିଲେ। ତେବେ ନଦୀ କୂଳିଆ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ତେବେ ଏହି କୁମ୍ଭୀର କେଉଁଠୁ ଆସିଲା ତାହାକୁ […] The post ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ appeared first on Dharitri Odia News.
ଭୁବନେଶ୍ୱର,୫।୧୦: ଘାଟ ଜଗିଛି କୁମ୍ଭୀର। କୁଆଖାଇରେ ବୁଲୁଛି କୁମ୍ଭୀର। ଶନିବାର ସକାଳୁ କିଛି ଲୋକେ ଗାଧୋଇବାକୁ ଯାଇଥିବା ବେଳେ ନଦୀ ପଠାରେ କୁମ୍ଭୀର ଶୋଇଥିବା ଦେଖିବାକୁ ପାଇଥିଲେ ।
ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଲୋକେ ଗାଧୋଇବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ପରେ କିଛି ଲୋକେ ଫଟୋ ଉଠାଇ ଭିଡିଓ କରିଥିଲେ। ତେବେ ନଦୀ କୂଳିଆ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ତେବେ ଏହି କୁମ୍ଭୀର କେଉଁଠୁ ଆସିଲା ତାହାକୁ ନେଇଁ ଚର୍ଚ୍ଚା ହେଉଛି। ନଦୀର ପ୍ରବଳ ସ୍ରୋତରେ ଏହା ଭାସି ଆସିଥିବା କୁହାଯାଉଛି।
The post ଘାଟ ଜଗିଛି କୁମ୍ଭୀର: କୁଆଖାଇରେ କୁମ୍ଭୀର ଦେଖି ଲୋକେ ଛାନିଆ appeared first on Dharitri Odia News.