ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ୍‌

କୋରାପୁଟ,୩ା୩(ଅମିତାଭ ବେହେରା): ରବିବାର ଭୋର୍‌ରୁ କୋରାପୁଟ -ରାୟଗଡ଼ା ଜାତୀୟ ରାଜପଥର ରାୟଗଡ଼ା ଘାଟିର ଏକ ବୁଲାଣିରେ ଦୁଇଟି ମାଲ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାଫଳରେ ଏହି ରାସ୍ତାରେ ବସ୍‌ ଓ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ୍‌ ବସ୍‌ ଅଟକି ରହିଛି। ଯାତ୍ରୀମାନେ ନାନା ଅସୁବିଧା ଭୋଗ କରୁଛନ୍ତି। The post ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ୍‌ appeared first on Dharitri Odia News.

ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ୍‌

କୋରାପୁଟ,୩ା୩(ଅମିତାଭ ବେହେରା): ରବିବାର ଭୋର୍‌ରୁ କୋରାପୁଟ -ରାୟଗଡ଼ା ଜାତୀୟ ରାଜପଥର ରାୟଗଡ଼ା ଘାଟିର ଏକ ବୁଲାଣିରେ ଦୁଇଟି ମାଲ୍‌ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାଫଳରେ ଏହି ରାସ୍ତାରେ ବସ୍‌ ଓ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ୍‌ ବସ୍‌ ଅଟକି ରହିଛି। ଯାତ୍ରୀମାନେ ନାନା ଅସୁବିଧା ଭୋଗ କରୁଛନ୍ତି।

The post ଘାଟିରେ ଓଲଟିଲା ଲୁହା ପାଇପ୍‌ ବୋଝେଇ ଟ୍ରକ୍‌ appeared first on Dharitri Odia News.