ଘୋଷଣା ହେଲା ୟୁପିଏସସି ପ୍ରିଲିମ ରେଜଷ୍ଟ, ରୋଲ ନମ୍ବର ଅନୁଯାୟୀ କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୦।୭: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ର ପ୍ରିଲିମ୍ସ ପରୀକ୍ଷାର ଫଳାଫଳକୁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଘୋଷଣା କରିଛି। ଏହି ଫଳାଫଳକୁ ରୋଲ ନମ୍ବର ଅନୁଯାୟୀ ଏବଂ ନାମ ଅନୁଯାୟୀ ଘୋଷଣା କରାଯାଇଛି। ୟୁପିଏସସି ସିଭିଲ ସର୍ଭିସେସ ପ୍ରାଥମିକ ପରୀକ୍ଷା ୧୬ ଜୁନ ୨୦୨୪ରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀ ବର୍ତ୍ତମାନ UPSC upsc.gov.in ର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ସେମାନଙ୍କ ନାମ ଏବଂ ରୋଲ ନମ୍ବର ଦ୍ୱାରା ଫଳାଫଳ ଯାଞ୍ଚ […] The post ଘୋଷଣା ହେଲା ୟୁପିଏସସି ପ୍ରିଲିମ ରେଜଷ୍ଟ, ରୋଲ ନମ୍ବର ଅନୁଯାୟୀ କରନ୍ତୁ ଚେକ୍‌ appeared first on Dharitri Odia News.

ଘୋଷଣା ହେଲା ୟୁପିଏସସି ପ୍ରିଲିମ ରେଜଷ୍ଟ, ରୋଲ ନମ୍ବର ଅନୁଯାୟୀ କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୦।୭: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ର ପ୍ରିଲିମ୍ସ ପରୀକ୍ଷାର ଫଳାଫଳକୁ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଘୋଷଣା କରିଛି। ଏହି ଫଳାଫଳକୁ ରୋଲ ନମ୍ବର ଅନୁଯାୟୀ ଏବଂ ନାମ ଅନୁଯାୟୀ ଘୋଷଣା କରାଯାଇଛି। ୟୁପିଏସସି ସିଭିଲ ସର୍ଭିସେସ ପ୍ରାଥମିକ ପରୀକ୍ଷା ୧୬ ଜୁନ ୨୦୨୪ରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେଇଥିବା ସମସ୍ତ ପ୍ରାର୍ଥୀ ବର୍ତ୍ତମାନ UPSC upsc.gov.in ର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ସେମାନଙ୍କ ନାମ ଏବଂ ରୋଲ ନମ୍ବର ଦ୍ୱାରା ଫଳାଫଳ ଯାଞ୍ଚ କରିପାରିବେ।
ସୂଚନାଯୋଗ୍ୟ, UPSC CSE 2024 ର ପ୍ରିଲିମ ପରୀକ୍ଷା ଜୁନ ୧୬ରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସିଭିଲ ସର୍ଭିସ କମିଶନ ପ୍ରାର୍ଥୀଙ୍କ ନାମ ଏବଂ ସେମାନଙ୍କ ରୋଲ ନମ୍ବର ସହିତ ତାଲିକା ପ୍ରକାଶ କରିଛନ୍ତି।

The post ଘୋଷଣା ହେଲା ୟୁପିଏସସି ପ୍ରିଲିମ ରେଜଷ୍ଟ, ରୋଲ ନମ୍ବର ଅନୁଯାୟୀ କରନ୍ତୁ ଚେକ୍‌ appeared first on Dharitri Odia News.