ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ

ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।

ଘଡ଼େଇ ପରିବାରର ଗୁମର ଖୋଲିଲେ ସମବାୟ ମନ୍ତ୍ରୀ

ସୁକିନ୍ଦା ବିଧାୟକ ତଥା ସମବାୟ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋଲିଛନ୍ତି ପ୍ରଫୁଲ୍ଲ ଘଡ଼େଇଙ୍କ ଗୁମର। ସୁକିନ୍ଦା ପାଇଁ ତାଙ୍କ ମନରେ କେତେ ଆଦର, ପ୍ରଫୁଲ୍ଲ ଉପରେ ଯେମିତି ଦେଖା ଯାଆନ୍ତି, ଭିତରେ ସେମିତି ନୁହଁନ୍ତି। ପ୍ରଦୀପ କହିଛନ୍ତି, ଘଡ଼େଇ ପରିବାର ସୁକିନ୍ଦା ପାଇଁ କମ୍‌, ନିଜର ଉନ୍ନତି ପାଇଁ ଅଧିକ ଚିନ୍ତା କରନ୍ତି। ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଦେଇଛନ୍ତି ବିସ୍ଫୋରକ ବୟାନ।