ଚକ୍‌ମା ଦେଇ ପଳାଇଲା ଭାଲୁ,ଜଗିଛି ବନବିଭାଗ

କୋରାପୁଟ ୨୦/୪: କୋରାପୁଟ ସହରରେ ଭାଲୁ ଆତଙ୍କ । ଭୋର ସମୟରେ ଉପଖଣ୍ଡ ଡାକଘର ନିକଟରେ ଭାଲୁ ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଭାଲୁକୁ ଦେଖି ଲୋକମାନେ ଧାଁ ଦଉଡ କରି ପାଟିତୁଣ୍ଡ କରିଥିଲେ । ଖବର ପାଇ ବନବିଭାଗ ପହଞ୍ଚିଥିବାବେଳେ ଭାଲୁର ପତ୍ତା ମିଳିନଥିଲା । ଭାଲୁଟି ସୁନାରି ସାହି ଆଡକୁ ପଳାଇଥିବା ଜଣାପଡିଛି । ବନବିଭାଗ ଭାଲୁ ଉପରେ ନଜର ରଖିଥିବାବେଳେ ଭାଲୁ ବୁଲିବା ନେଇ ଲୋକେ ଭୟଭୀତ । ଖାଦ୍ୟ ଅନ୍ବେଷଣରେ ଭାଲୁଟି ପଶି ଆସିଥିବା ଜଣାପଡିଛି । You Can Read: ନାମଯଜ୍ଞ ବେଳେ ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଚକ୍‌ମା ଦେଇ ପଳାଇଲା ଭାଲୁ,ଜଗିଛି ବନବିଭାଗ

କୋରାପୁଟ ୨୦/୪: କୋରାପୁଟ ସହରରେ ଭାଲୁ ଆତଙ୍କ । ଭୋର ସମୟରେ ଉପଖଣ୍ଡ ଡାକଘର ନିକଟରେ ଭାଲୁ ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଭାଲୁକୁ ଦେଖି ଲୋକମାନେ ଧାଁ ଦଉଡ କରି ପାଟିତୁଣ୍ଡ କରିଥିଲେ । ଖବର ପାଇ ବନବିଭାଗ ପହଞ୍ଚିଥିବାବେଳେ ଭାଲୁର ପତ୍ତା ମିଳିନଥିଲା । ଭାଲୁଟି ସୁନାରି ସାହି ଆଡକୁ ପଳାଇଥିବା ଜଣାପଡିଛି । ବନବିଭାଗ ଭାଲୁ ଉପରେ ନଜର ରଖିଥିବାବେଳେ ଭାଲୁ ବୁଲିବା ନେଇ ଲୋକେ ଭୟଭୀତ । ଖାଦ୍ୟ ଅନ୍ବେଷଣରେ ଭାଲୁଟି ପଶି ଆସିଥିବା ଜଣାପଡିଛି । 

You Can Read: ନାମଯଜ୍ଞ ବେଳେ ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଗୁଳି ଜବତ