ଚଢ଼ା ଦରରେ ବିକ୍ରି ହେଉଛି ଆଳୁ, କୃଷକ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ

କଟକ ୧।୧୨: ପୁଣି ପରିବା ବଜାରରେ ଚଢ଼ା ଦରରେ ବିକ୍ରି ହେବାରେ ଲାଗିଲାଣି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ନ ଆସିବା କାରଣରୁ କଟକର ଅନ୍ୟତମ ମୁଖ୍ୟ ପରିବା ହାଟ କୃଷକ ବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ସପ୍ତାହେ ମଧ୍ୟରେ ଆଳୁ ୧୫ ରୁ ୨୦ ଟଙ୍କା କିଲୋ ପିଛା ବୃଦ୍ଧି ପାଇଛି । ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି ରବିବାର କୃଷକ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ବିକ୍ରି ହେଉଥିବା ଦୋକାନ ମାନଙ୍କରେ ରେଡ୍ କରାଯାଇଛି । ଏମିତିକି ସମସ୍ତଙ୍କୁ ଆଳୁ ୪୦ ଟଙ୍କାରେ ବିକ୍ରି କରିବା ପାଇଁ ତାଗିଦ କରାଯାଇଛି ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।You Can Read:ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ, ସୋମବାର ସକାଳ ସୁଦ୍ଧା ପହଞ୍ଚିବ : ଯୋଗାଣ ମନ୍ତ୍ରୀ

ଚଢ଼ା ଦରରେ ବିକ୍ରି ହେଉଛି ଆଳୁ, କୃଷକ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ

କଟକ ୧।୧୨: ପୁଣି ପରିବା ବଜାରରେ ଚଢ଼ା ଦରରେ ବିକ୍ରି ହେବାରେ ଲାଗିଲାଣି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ନ ଆସିବା କାରଣରୁ କଟକର ଅନ୍ୟତମ ମୁଖ୍ୟ ପରିବା ହାଟ କୃଷକ ବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କାରେ ବିକ୍ରି ହେଉଛି । ସପ୍ତାହେ ମଧ୍ୟରେ ଆଳୁ ୧୫ ରୁ ୨୦ ଟଙ୍କା କିଲୋ ପିଛା ବୃଦ୍ଧି ପାଇଛି । ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି ରବିବାର କୃଷକ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଆଳୁ ବିକ୍ରି ହେଉଥିବା ଦୋକାନ ମାନଙ୍କରେ ରେଡ୍ କରାଯାଇଛି । ଏମିତିକି ସମସ୍ତଙ୍କୁ ଆଳୁ ୪୦ ଟଙ୍କାରେ ବିକ୍ରି କରିବା ପାଇଁ ତାଗିଦ କରାଯାଇଛି ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।

You Can Read:

ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ, ସୋମବାର ସକାଳ ସୁଦ୍ଧା ପହଞ୍ଚିବ : ଯୋଗାଣ ମନ୍ତ୍ରୀ