ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷଙ୍କ ସମିତି ସଭ୍ୟ ପଦ ରଦ୍ଦ

ବିଷମକଟକ,୧।୮(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକାଙ୍କ ସମିତି ସଭ୍ୟ ପଦକୁ ରଦ୍ଦ କଲେ ବିଷମକଟକ ସିଭିଲ ଡିଭିଜନ କୋର୍ଟର ସିନିଅର ଜଜ୍‌। କଇନ କିମ୍ବକାଙ୍କର ୨ଟି ସ୍ତ୍ରୀ ଓ ୩ଟି ସନ୍ତାନ ଥିବା ନେଇ ଚନ୍ଦ୍ରପୁରର ପୂର୍ବତନ ସରପଞ୍ଚ ସୁବାସ ମାଝି ଏନେଇ ରାୟଗଡ଼ା କୋର୍ଟରେ ଅଭିଯୋଗ କରିଥିଲେ। ଅଭିଯୋଗ ତଥା ସମସ୍ତ ତଥ୍ୟ ପ୍ରମାଣକୁ ଆଧରା କରି ଗୁରୁବାର ସିଭିଲ ଡିଭିଜନ ସିନିଅର ଜଜ୍‌ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ […] The post ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷଙ୍କ ସମିତି ସଭ୍ୟ ପଦ ରଦ୍ଦ appeared first on Dharitri Odia News.

ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷଙ୍କ ସମିତି ସଭ୍ୟ ପଦ ରଦ୍ଦ

ବିଷମକଟକ,୧।୮(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକାଙ୍କ ସମିତି ସଭ୍ୟ ପଦକୁ ରଦ୍ଦ କଲେ ବିଷମକଟକ ସିଭିଲ ଡିଭିଜନ କୋର୍ଟର ସିନିଅର ଜଜ୍‌। କଇନ କିମ୍ବକାଙ୍କର ୨ଟି ସ୍ତ୍ରୀ ଓ ୩ଟି ସନ୍ତାନ ଥିବା ନେଇ ଚନ୍ଦ୍ରପୁରର ପୂର୍ବତନ ସରପଞ୍ଚ ସୁବାସ ମାଝି ଏନେଇ ରାୟଗଡ଼ା କୋର୍ଟରେ ଅଭିଯୋଗ କରିଥିଲେ। ଅଭିଯୋଗ ତଥା ସମସ୍ତ ତଥ୍ୟ ପ୍ରମାଣକୁ ଆଧରା କରି ଗୁରୁବାର ସିଭିଲ ଡିଭିଜନ ସିନିଅର ଜଜ୍‌ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନଙ୍କ ସମିତି ସଭ୍ୟ ପଦକୁ ରଦ୍ଦ କରିଛନ୍ତି।

The post ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷଙ୍କ ସମିତି ସଭ୍ୟ ପଦ ରଦ୍ଦ appeared first on Dharitri Odia News.