ଚନ୍ଦ୍ରଭାଗା ସମୁଦ୍ରରେ ଭାସିଯାଇଥିଲେ ୩ ଯୁବକ : ୨ ଜଣ ଉଦ୍ଧାର, ଜଣେ ନିଖୋଜ

କୋଣାର୍କ ୧୨।୧୦: ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ତିନି ଜଣ ଯୁବକ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ରାମ ରାଓ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ସମୁଦ୍ର ଗର୍ଭକୁ ପଳାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଲାଇଫ୍ ଗାର୍ଡ ପହଞ୍ଚିବା ସହ ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ପ୍ରତିମା ସାହୁ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି ହୋଇଥିବା ବେଳେ ଉଦ୍ଧାର ଦୁଇ ଯୁବକ ସୁକାନ୍ତ ଜେନା ଓ ସୁଧୀର ମଲ୍ଲିକ ବୋଲି ମେରାଇନ ଥାନା ଅଧିକାରୀ ସୂଚନା ଦେଇଛନ୍ତି । You Can Read:ଢେଙ୍କାନାଳ ଯୁବତୀ ଅପହରଣ ମାମଲା : ତିଗିରିଆ ଆଶ୍ରମର ରଙ୍ଗିଲା ବାବାଙ୍କୁ ଉଠାଇ ନେଲା ପୋଲିସ 

ଚନ୍ଦ୍ରଭାଗା ସମୁଦ୍ରରେ ଭାସିଯାଇଥିଲେ ୩ ଯୁବକ : ୨ ଜଣ ଉଦ୍ଧାର, ଜଣେ ନିଖୋଜ

କୋଣାର୍କ ୧୨।୧୦: ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ତିନି ଜଣ ଯୁବକ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ରାମ ରାଓ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ସମୁଦ୍ର ଗର୍ଭକୁ ପଳାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଲାଇଫ୍ ଗାର୍ଡ ପହଞ୍ଚିବା ସହ ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ପ୍ରତିମା ସାହୁ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ନିଖୋଜ ଯୁବକ ଜଣକ ପିପିଲି ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି ହୋଇଥିବା ବେଳେ ଉଦ୍ଧାର ଦୁଇ ଯୁବକ ସୁକାନ୍ତ ଜେନା ଓ ସୁଧୀର ମଲ୍ଲିକ ବୋଲି ମେରାଇନ ଥାନା ଅଧିକାରୀ ସୂଚନା ଦେଇଛନ୍ତି । 

You Can Read:

ଢେଙ୍କାନାଳ ଯୁବତୀ ଅପହରଣ ମାମଲା : ତିଗିରିଆ ଆଶ୍ରମର ରଙ୍ଗିଲା ବାବାଙ୍କୁ ଉଠାଇ ନେଲା ପୋଲିସ