ଚରାଇବାକୁ ଯାଇଥିଲେ ଛେଳି, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଅନୁଗୋଳ ୬।୫: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ମୃତକ ହେଲେ ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ ମଧୁପୁର ଗ୍ରାମର କୁମୁଦ ସାହୁ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି ।ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦ୍ବିପ୍ରହର ବେଳେ ମଧୁପୁର ଗାଁର କୁମୁଦ ସାହୁ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ କୁମୁଦଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇବା ପରେ, ଗାଁ ଲୋକ ଏବଂ ପରିବାର ଲୋକ ପହଁଚି ଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବନ୍ତଳା ରେଞ୍ଜ୍ ଅଧିକାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।You Can Read :ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ, ଶେରଗଡରୁ ଆସିଛି ୧୪ ଖଣ୍ଡ ଫାସୀ କାଠ

ଚରାଇବାକୁ ଯାଇଥିଲେ ଛେଳି, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଅନୁଗୋଳ ୬।୫: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ମୃତକ ହେଲେ ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ ମଧୁପୁର ଗ୍ରାମର କୁମୁଦ ସାହୁ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଦ୍ବିପ୍ରହର ବେଳେ ମଧୁପୁର ଗାଁର କୁମୁଦ ସାହୁ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ କୁମୁଦଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇବା ପରେ, ଗାଁ ଲୋକ ଏବଂ ପରିବାର ଲୋକ ପହଁଚି ଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବନ୍ତଳା ରେଞ୍ଜ୍ ଅଧିକାରୀ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି ।

You Can Read :

ପୁରୀରେ ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ, ଶେରଗଡରୁ ଆସିଛି ୧୪ ଖଣ୍ଡ ଫାସୀ କାଠ