ଚଳନ୍ତା ବସରେ ଲାଗିଲା ନିଆଁ
କଟକ : ଏକ ନିଶ୍ଚିତ ଦୁର୍ଘଟଣାରୁବାର୍ତ୍ତାଗଲା ଯାତ୍ରୀବାହୀ ବସ I ବସ ଡ଼ିକିରେ ଲାଗିଲା ନିଆଁ I ନିଆଁ ଲାଗିବା ମାତ୍ରେ ହିଁ ବସ ଭିତରୁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିଲା I କଟକ ଖନନଗର ନିକଟରେ ଏହି ଘଟଣା ଘଟିଛି I କଟକରୁ ଢେଙ୍କାନାଳ ଅଭିମୁଖେ ଯାଉଥିଲା ଏହି ଯାତ୍ରୀବାହୀ ବସ I