ଚାନ୍ଦବାଲିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଚାନ୍ଦବାଲି: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚାନ୍ଦବାଲି ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଜୁ ସ୍ମୁତି ଭବନ ପରିସରରେ ଓ ଏନଏସି ପ୍ରଶାସନ ପକ୍ଷରୁ ସ୍ମାର୍ଟ ପାର୍କ ଠାରେ ଯୋଗ ଦିବସ ପାଳନ କରାଯାଇଥିଲା। ବିଜୁ ସ୍ମୁତି ଭବନରେ ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇଥିବା ବେଳେ ଯୋଗ ଗୁରୁ ସୂର୍ଯ୍ୟକାନ୍ତ ନାୟକ ଯୋଗ ଶିଖାଇଥିଲେ। ସେହି ପରି ସ୍ମାର୍ଟ ପାର୍କ ଠାରେ ଏନ ଏ ସି ଅଧକ୍ଷା ଶାନ୍ତିଲତା ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଯୋଗ […]

ଚାନ୍ଦବାଲି: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଚାନ୍ଦବାଲି ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଜୁ ସ୍ମୁତି ଭବନ ପରିସରରେ ଓ ଏନଏସି ପ୍ରଶାସନ ପକ୍ଷରୁ ସ୍ମାର୍ଟ ପାର୍କ ଠାରେ ଯୋଗ ଦିବସ ପାଳନ କରାଯାଇଥିଲା। ବିଜୁ ସ୍ମୁତି ଭବନରେ ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇଥିବା ବେଳେ ଯୋଗ ଗୁରୁ ସୂର୍ଯ୍ୟକାନ୍ତ ନାୟକ ଯୋଗ ଶିଖାଇଥିଲେ। ସେହି ପରି ସ୍ମାର୍ଟ ପାର୍କ ଠାରେ ଏନ ଏ ସି ଅଧକ୍ଷା ଶାନ୍ତିଲତା ସେଠୀ ପ୍ରଦୀପ ପ୍ରଜ୍ୱଳନ କରି ଯୋଗ ଗୁରୁ ସୁଯ୍ୟକାନ୍ତ ମହାନ୍ତିଙ୍କ ଦ୍ଵାରା ଯୋଗ ଶିକ୍ଷା ଆରମ୍ଭ କରିଥିଲେ।
ଉଭୟ ସ୍ଥାନରେ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ, ବିଭିନ୍ନ ବର୍ଗର ବୁଦ୍ଧିଜୀନୀ ଯୋଗ କାର୍ଯ୍ୟକ୍ରମରେ ରେ ଭାଗ ନେଇଥିଲେ।