ଚାବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ଚାଲୁଛି ବର୍ଷା ପାଣି, ଯାତାୟାତ ବାଧାପ୍ରାପ୍ତ

କୋରାପୁଟ ୯।୫: ଲଗାଣ ବର୍ଷା ପ୍ରଭାବରେ କୋରାପୁଟ-ରାୟଗଡା ୩୨୬ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ସଦର ବଙ୍ଗଲାଗୁଡା ନିକଟ ଚାବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ମାଡିବାରୁ ଯାତାୟାତ ବନ୍ଦ । ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳୁଛି । କିଛି ଗାଡ଼ି ଚାଳକ ବିପଦପୂର୍ଣ୍ଣ ଭାବରେ ଅସ୍ଥାୟୀ ପୋଲ ଉପରେ ଚଳାଚଳ କରୁଛି ।You Can Read :ହାତୀ ଦାନ୍ତ ଡିଲ୍ ମାମଲାରେ ୨ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା

ଚାବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ଚାଲୁଛି ବର୍ଷା ପାଣି, ଯାତାୟାତ ବାଧାପ୍ରାପ୍ତ

କୋରାପୁଟ ୯।୫: ଲଗାଣ ବର୍ଷା ପ୍ରଭାବରେ କୋରାପୁଟ-ରାୟଗଡା ୩୨୬ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ସଦର ବଙ୍ଗଲାଗୁଡା ନିକଟ ଚାବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ମାଡିବାରୁ ଯାତାୟାତ ବନ୍ଦ । ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳୁଛି । କିଛି ଗାଡ଼ି ଚାଳକ ବିପଦପୂର୍ଣ୍ଣ ଭାବରେ ଅସ୍ଥାୟୀ ପୋଲ ଉପରେ ଚଳାଚଳ କରୁଛି ।

You Can Read :

ହାତୀ ଦାନ୍ତ ଡିଲ୍ ମାମଲାରେ ୨ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା