ଚାରିଆଡେ ହୁ ହୁ ହୋଇ ଜଳୁଛି

ଚାରିଆଡେ ହୁ ହୁ ହୋଇ ଜଳୁଛି। ଯୁଆଡେ ଦେଖିବ ଖାଲି ନିଆଁ ଆଉ ନିଆଁ। ଥମିବାର ନାଁ ଧରୁନି। ନିଆଁ ଆଁରେ ପଶିଗଲାଣି ଘର ଦ୍ୱାର। ବଡ଼ ବଡ଼ ଗଛ ସବୁ ବି ପାଉଁଶ ହୋଇଗଲାଣି। ଲିଭାଇଲେ ପୁଣି ଜଳୁଛି। ସବୁଠି ହା ହା କାର। ଆମେରିକା, ଜାପାନ ପରେ ଏବେ ପାଳି ପଡ଼ିଛି ଦକ୍ଷିଣ କୋରିଆର।

ଚାରିଆଡେ ହୁ ହୁ ହୋଇ ଜଳୁଛି
Array