ଚାଲିଛି ଚଢ଼ାଉ, ରାଜା କହୁଛି ମୁଁ କିଛି ଜାଣିନି !

ଚଢ଼ାଉ ସମୟରେ ରାଜା ଚକ୍ରର ୩ଟି ଦାମୀ ଗାଡି ଜବତ ହୋଇଛି । ସେହିପରି ବ୍ୟାପକ ହେରଫେର ହୋଇଥିବା ନେଇ କିଛି ଡକ୍ୟୁମେଣ୍ଟ ଜବତ କରିଛନ୍ତି ତଦନ୍ତକାରୀ ଟିମ୍‌ ।

ଚାଲିଛି ଚଢ଼ାଉ, ରାଜା କହୁଛି ମୁଁ କିଛି ଜାଣିନି !
Array