ଚାଲିଛି ପ୍ରେମ ସପ୍ତାହ ,ଗୋଟିଏ ରଶିରେ ଝୁଲିଲେ ପ୍ରେମୀ ଯୁଗଳ
ଉମରକୋଟ : ପମ୍ପ ହାଉସ ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର I ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମଜିକ ସ୍ୱୀକୃତି ନମିଳିବାରୁ ପ୍ରେମ ସପ୍ତାହରେ ଦୁଇ ପ୍ରେମୀ ଆତ୍ମହତ୍ୟା କରିଥିବା ଜଣାପଡିିଛି । ଯୁବକ ସନାଧାର ଭତ୍ରା ପୂଜାରିଗୁଡ଼ା ଗ୍ରାମର ପମ୍ପ୍ ହାଉସରେ କାମ କରୁଥିବା ବେଳେ ଯୁବତୀ ପ୍ରିୟଙ୍କା ଗଣ୍ଡ ନିକଟସ୍ଥ କୁର୍ସୀ ଗ୍ରାମର। ଉମରକୋଟ ପୋଲିସ ଘଟଣାସ୍ଥଳରେ […]

ଉମରକୋଟ : ପମ୍ପ ହାଉସ ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର I ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମଜିକ ସ୍ୱୀକୃତି ନମିଳିବାରୁ ପ୍ରେମ ସପ୍ତାହରେ ଦୁଇ ପ୍ରେମୀ ଆତ୍ମହତ୍ୟା କରିଥିବା ଜଣାପଡିିଛି । ଯୁବକ ସନାଧାର ଭତ୍ରା ପୂଜାରିଗୁଡ଼ା ଗ୍ରାମର ପମ୍ପ୍ ହାଉସରେ କାମ କରୁଥିବା ବେଳେ ଯୁବତୀ ପ୍ରିୟଙ୍କା ଗଣ୍ଡ ନିକଟସ୍ଥ କୁର୍ସୀ ଗ୍ରାମର। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।