ଚାଲିଛି ମା’ଙ୍କ ପୂଜାର୍ଚ୍ଚନା, ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ
ଭଦ୍ରକ ୩।୧୧: କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । କାଳୀପୂଜା ପାଇଁ ସ୍ୱତନ୍ତ୍ର ରୀତିନୀତିରେ ମା’ ୭ ଦିନରେ ସାତୋଟି ବେଶ ଧାରଣ କରନ୍ତି । ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି । ସିଂହ ମା'ଙ୍କର ବାହନ ଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ଯ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା' ଭଦ୍ରକାଳୀ । ଚାରି ହସ୍ତରେ ଖଡଗ, ତ୍ରିଶୂଳ, ଶଙ୍ଖ, ଚକ୍ରଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା' । ମା’ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ ।You Can Read:ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ଖାଇ ଗୁରୁତର ୨ ଜଣ SCB ସ୍ଥାନାନ୍ତର, ଏବେବି MKCGରେ ଚାଲିଛି ୪ ଗୁରୁତରଙ୍କ ଚିକିତ୍ସା
ଭଦ୍ରକ ୩।୧୧: କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । କାଳୀପୂଜା ପାଇଁ ସ୍ୱତନ୍ତ୍ର ରୀତିନୀତିରେ ମା’ ୭ ଦିନରେ ସାତୋଟି ବେଶ ଧାରଣ କରନ୍ତି । ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ।
ସିଂହ ମା'ଙ୍କର ବାହନ ଥିବାବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ଯ ଅଳଙ୍କାରରେ ଭୂଷିତ ହୋଇଛନ୍ତି ମା' ଭଦ୍ରକାଳୀ । ଚାରି ହସ୍ତରେ ଖଡଗ, ତ୍ରିଶୂଳ, ଶଙ୍ଖ, ଚକ୍ରଧାରଣ କରି ଚତୁର୍ଦ୍ଧାମୂର୍ତ୍ତିରେ ପ୍ରକଟ ହୋଇଛନ୍ତି ମା' ।
ମା’ଙ୍କ ଏହି ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ ।
You Can Read:
ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ଖାଇ ଗୁରୁତର ୨ ଜଣ SCB ସ୍ଥାନାନ୍ତର, ଏବେବି MKCGରେ ଚାଲିଛି ୪ ଗୁରୁତରଙ୍କ ଚିକିତ୍ସା