ଚାଲିଥିଲା ବାହାଘର ପଡୁଥିଲା ହୁଳହୁଳି ଶବ୍ଦ ଶୁଣି ମାଡି ଆସିଲେ ପଲ ପଲ ମହୁମାଛି ଗୋଡାଇ ଗୋଡାଇ କାମୁଡିଲେ

ପୁରୁଣା ବୋରିଗୁମ୍ମାରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହି କାର୍ଯ୍ୟକ୍ରମରେ ଗାଁ ଠାରୁ କିଛି ଦୂରରେ ପୂଜାର୍ଚ୍ଚନା କରାଯିବା କାର୍ଯ୍ୟକ୍ରମ ରହିଥିଲା | ଠିକ ଏହି ସମୟରେ ଲୋକଙ୍କ ଉପରେ ଅତର୍କିତ ଆକ୍ରମଣ କଲେ ମହୁମାଛି | ମହୁମ