ଚାଷ ଜମିରୁ ମିଳିଲା ନାବାଳକର ମୃତଦେହ, ପଥରରେ ଛେଚି ହତ୍ୟା ଅଭିଯୋଗ
ବଲାଙ୍ଗିର: ନାବାଳକକୁ ପଥରରେ ଛେଚି ହତ୍ୟା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସଇଁନ୍ତଳା ଥାନା ଭେଜିପଦର ଗାଁ’ରେ। ମିଳିଥିବା ସୂଚନା ଅନୁଯାୟୀ, ମୃତକ ହେଉଛନ୍ତି ଭେଜିପଦର ଗାଁର ବିଘ୍ନରାଜ ବଗର୍ତ୍ତିଙ୍କ ପୁଅ ରଞ୍ଜନ ବଗର୍ତ୍ତି। ମଙ୍ଗଳବାର ଗାଁର ଏକ ଚାଷ ଜମି ନିକଟ ବୁଦାଭିତରୁ ମିଳିଛି ନାବାଳକର ମୃତ ଦେହ ମିଳିଥିଲା।ତେବେ କେହି ତାଙ୍କୁ ହତ୍ୟା କରି ବୁଦାଭିତରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକେ। ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି।Updating...
ବଲାଙ୍ଗିର: ନାବାଳକକୁ ପଥରରେ ଛେଚି ହତ୍ୟା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସଇଁନ୍ତଳା ଥାନା ଭେଜିପଦର ଗାଁ’ରେ।
ମିଳିଥିବା ସୂଚନା ଅନୁଯାୟୀ, ମୃତକ ହେଉଛନ୍ତି ଭେଜିପଦର ଗାଁର ବିଘ୍ନରାଜ ବଗର୍ତ୍ତିଙ୍କ ପୁଅ ରଞ୍ଜନ ବଗର୍ତ୍ତି। ମଙ୍ଗଳବାର ଗାଁର ଏକ ଚାଷ ଜମି ନିକଟ ବୁଦାଭିତରୁ ମିଳିଛି ନାବାଳକର ମୃତ ଦେହ ମିଳିଥିଲା।
ତେବେ କେହି ତାଙ୍କୁ ହତ୍ୟା କରି ବୁଦାଭିତରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକେ। ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତନାଘନା ଆରମ୍ଭ କରିଛି।
Updating...