ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ

କଟକ,୧୧।୮: କଟକ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ରବିବାର ଜଣେ କର୍ମଚାରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। କର୍ମଚାରୀ ଜଣକ ଟିଟୁ ପାତ୍ର ବୋଲି ଜଣାପଡିଛି। ତାଙ୍କ ଘର ଅଡସପୁର ଉତ୍ତାରଣରେ ବୋଲି ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଅନ୍ୟପକ୍ଷେ କର୍ମଚାରୀଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ। ପରିବାର ଲୋକେ ମଧ୍ୟ ଟିଟୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। […] The post ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ appeared first on Dharitri Odia News.

ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ

କଟକ,୧୧।୮: କଟକ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ରବିବାର ଜଣେ କର୍ମଚାରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପୋଲିସ ଉଦ୍ଧାର କରିଛି। କର୍ମଚାରୀ ଜଣକ ଟିଟୁ ପାତ୍ର ବୋଲି ଜଣାପଡିଛି। ତାଙ୍କ ଘର ଅଡସପୁର ଉତ୍ତାରଣରେ ବୋଲି ସୂଚନା ମିଳିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଅନ୍ୟପକ୍ଷେ କର୍ମଚାରୀଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ। ପରିବାର ଲୋକେ ମଧ୍ୟ ଟିଟୁଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଚିକିତ୍ସାଳୟ ଷ୍ଟାଫ କ୍ୱାର୍ଟରରୁ ମିଳିଲା କର୍ମଚାରୀଙ୍କ ମୃତଦେହ appeared first on Dharitri Odia News.