ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ବିଜୟୀ

ମାଲକାନଗିରି,୪ା୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିଲା ବେଳେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା। ମୋଟ ୩୧ ରାଉଣ୍ଡ ଗଣତି ପରେ କଂଗ୍ରେସ ପ୍ରାର୍ଥୀ ୯୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି । ମଙ୍ଗୁ ଖିଲାଙ୍କୁ ମୋଟ ୫୫ ହଜାର ୧୮୮ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ପ୍ରାଥୀ ଡ଼ମ୍ବୁରୁ ସୀସାଙ୍କୁ ୪୫ ହଜାର ୭୯୦ ଖଣ୍ଡ ଭୋଟ […] The post ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ବିଜୟୀ appeared first on Dharitri Odia News.

ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ବିଜୟୀ

ମାଲକାନଗିରି,୪ା୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିଲା ବେଳେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା। ମୋଟ ୩୧ ରାଉଣ୍ଡ ଗଣତି ପରେ କଂଗ୍ରେସ ପ୍ରାର୍ଥୀ ୯୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି । ମଙ୍ଗୁ ଖିଲାଙ୍କୁ ମୋଟ ୫୫ ହଜାର ୧୮୮ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଭାଜପା ପ୍ରାଥୀ ଡ଼ମ୍ବୁରୁ ସୀସାଙ୍କୁ ୪୫ ହଜାର ୭୯୦ ଖଣ୍ଡ ଭୋଟ ମିଳିଛି ।

The post ଚିତ୍ରକୋଣ୍ଡାରେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା ବିଜୟୀ appeared first on Dharitri Odia News.