ଚିନ୍ତା ବଢାଇଲା ; ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ କେତେ

ଭୁବନେଶ୍ୱର : ପୁଣି ଚିନ୍ତା ବଢାଇଲା ସୁନା ଦର । ଜୁନ୍‌ ୧୨ ଅର୍ଥାତ୍‌ ଗୁରୁବାର ସୁନା ଦାମ୍‌ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୯,୨୮୦ ଟଙ୍କା ରହିଛି । ଗତକାଲି ଏହା ୯୮,୪୦୦ ଟଙ୍କା ଥିଲା । ଏଥିରେ ୮୮୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୧,୦୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୨୦୦ ଥିଲା । ଏଥିରେ […]

ଚିନ୍ତା ବଢାଇଲା ; ପୁଣି ବଢିଲା ସୁନା ଦାମ୍‌, ଜାଣନ୍ତୁ କେତେ

ଭୁବନେଶ୍ୱର : ପୁଣି ଚିନ୍ତା ବଢାଇଲା ସୁନା ଦର । ଜୁନ୍‌ ୧୨ ଅର୍ଥାତ୍‌ ଗୁରୁବାର ସୁନା ଦାମ୍‌ ବୃଦ୍ଧି ପାଇଛି ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୯,୨୮୦ ଟଙ୍କା ରହିଛି । ଗତକାଲି ଏହା ୯୮,୪୦୦ ଟଙ୍କା ଥିଲା । ଏଥିରେ ୮୮୦ ଟଙ୍କା ବୃଦ୍ଧି ପାଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୧,୦୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୨୦୦ ଥିଲା । ଏଥିରେ ୮୦୦ ଟଙ୍କା ବୃଦ୍ଧି ପାଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୪,୪୬୦ ଟଙ୍କା ରହିଛି । ଗତକାଲି ଏହା ୭୩,୮୦୦ ଥିଲା । ଏଥିରେ ୬୬୦ ଟଙ୍କା ବୃଦ୍ଧି ହୋଇଛି ।

ରୁପା ଦାମ୍‌ କମିଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୮୯୦ ଟଙ୍କା ରହିଛି । ଗତକାଲି ୧୧,୯୦୦ ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।

ମହାଲକ୍ଷ୍ମୀ ରାଜଯୋଗ ; ଏହି ୩ ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ, ହେବେ ମାଲାମାଲ୍‌, ସବୁଥିରେ ମିଳିବ ସଫଳତା