ଚିପିଲିମା ଧନୁଯାତ୍ରା ଚତୁର୍ଥରେ ସମାରୋହରେ ନନ୍ଦଉତ୍ସଵ,ପୁତୁନା ବଧ
ଚିପିଲିମା,ଚିପିଲିମା ଧନୁଯାତ୍ରା ଚତୁର୍ଥ ଦିବସରେ ସୁନ୍ଦର ପରିବେଶ ମଧ୍ୟରେ ଚିପିଲିମା ପୁରୁଣା ମାର୍କେଟ ସ୍ଥିତ ଗୋପପୁରରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି।।ନନ୍ଦ ଯଶୋଦାର ନବଜାତ ପୁତ୍ରର ନାମ କରଣ ପାଇଁ ଖୁବ୍ ସୁନ୍ଦର ଭାବରେ ସଜାହୋଇଥିଲା ଗୋପପୁର। ଗୋପପୁର ନରନାରୀ ତଥା ବ୍ରାହ୍ମଣର ବେଦ ମନ୍ତ୍ରରେ ନବଜାତ ଶିଶୁର କୃଷ୍ଣ ଗୋପାଲା ନାମରେ ନାମକରଣ କରାଯାଇଥିଲା। ସମସ୍ତ ଗୋପପୁର ହୋଇଥିଲା ଆନନ୍ଦମୟ।ସମସ୍ତ ନରନାରୀ ନବଜାତ କୃଷ୍ଣଙ୍କୁ କ୍ଷୀର ପାନ କରାଇଥିଲେ। ନନ୍ଦୋତ୍ସବ ଖୁସିରେ ସମସ୍ତ ଗୋପ ନରନାରୀ ନାଚ […] The post ଚିପିଲିମା ଧନୁଯାତ୍ରା ଚତୁର୍ଥରେ ସମାରୋହରେ ନନ୍ଦଉତ୍ସଵ,ପୁତୁନା ବଧ appeared first on Odisha.News.
ଚିପିଲିମା,ଚିପିଲିମା ଧନୁଯାତ୍ରା ଚତୁର୍ଥ ଦିବସରେ ସୁନ୍ଦର ପରିବେଶ ମଧ୍ୟରେ ଚିପିଲିମା ପୁରୁଣା ମାର୍କେଟ ସ୍ଥିତ ଗୋପପୁରରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି।।ନନ୍ଦ ଯଶୋଦାର ନବଜାତ ପୁତ୍ରର ନାମ କରଣ ପାଇଁ ଖୁବ୍ ସୁନ୍ଦର ଭାବରେ ସଜାହୋଇଥିଲା ଗୋପପୁର। ଗୋପପୁର ନରନାରୀ ତଥା ବ୍ରାହ୍ମଣର ବେଦ ମନ୍ତ୍ରରେ ନବଜାତ ଶିଶୁର କୃଷ୍ଣ ଗୋପାଲା ନାମରେ ନାମକରଣ କରାଯାଇଥିଲା।
ସମସ୍ତ ଗୋପପୁର ହୋଇଥିଲା ଆନନ୍ଦମୟ।ସମସ୍ତ ନରନାରୀ ନବଜାତ କୃଷ୍ଣଙ୍କୁ କ୍ଷୀର ପାନ କରାଇଥିଲେ। ନନ୍ଦୋତ୍ସବ ଖୁସିରେ ସମସ୍ତ ଗୋପ ନରନାରୀ ନାଚ ଗୀତରେ ବିଭୋର ହୋଇପଡିଥିଲେ। ମଥୁରା ନଗରୀ ରୁ
କଂସ ପ୍ରେରିତ ପୁତନା ନନ୍ଦ ଯଶୋଦାଙ୍କ ପୁତ୍ରକୁ ଛଳରେ କ୍ଷୀରପାନ କରାଇବା ବେଳେ ତାର ମୃତ୍ୟୁ ହୋଇଥିଲା।
The post ଚିପିଲିମା ଧନୁଯାତ୍ରା ଚତୁର୍ଥରେ ସମାରୋହରେ ନନ୍ଦଉତ୍ସଵ,ପୁତୁନା ବଧ appeared first on Odisha.News.