ଚିପିଲିମା ରେ ପୁଲବାମା ବୋମା ବିସ୍ପୋରଣ ରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ଚିପିଲିମା,ପୁଲବାମା ବୋମା ବିସ୍ଫୋରଣ ରେ ସହିଦ ହୋଇଥିବା ୩୪ଜଣ ଯବାନ ଙ୍କୁ ଚିପିଲିମା ଏସବିଆଇ ଏଟିଏମ ଛକ ରେ ବିଶ୍ୱ ହିନ୍ଦୁ ରାଷ୍ଟ୍ରୀୟ ସଂଘ ଚିପିଲିମା ଶାଖା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଅନୁଷ୍ଠାନ ସଭାପତି ଆଦର୍ଶ ବୁଡ଼ା ଙ୍କ ସଂଯୋଜନା ରେ  ତଥା ବରିଷ୍ଠ ନାଗରୀକ ଚିତ୍ତରଞ୍ଜନ ପାଢ଼ୀ  ଙ୍କ ସଭାପତିତ୍ବ ରେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହିତ ସେମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ର ନିରବ […] The post ଚିପିଲିମା ରେ ପୁଲବାମା ବୋମା ବିସ୍ପୋରଣ ରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ appeared first on Odisha.News.

ଚିପିଲିମା ରେ ପୁଲବାମା ବୋମା ବିସ୍ପୋରଣ ରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ଚିପିଲିମା,ପୁଲବାମା ବୋମା ବିସ୍ଫୋରଣ ରେ ସହିଦ ହୋଇଥିବା ୩୪ଜଣ ଯବାନ ଙ୍କୁ ଚିପିଲିମା ଏସବିଆଇ ଏଟିଏମ ଛକ ରେ ବିଶ୍ୱ ହିନ୍ଦୁ ରାଷ୍ଟ୍ରୀୟ ସଂଘ ଚିପିଲିମା ଶାଖା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଅନୁଷ୍ଠାନ ସଭାପତି ଆଦର୍ଶ ବୁଡ଼ା ଙ୍କ ସଂଯୋଜନା ରେ  ତଥା ବରିଷ୍ଠ ନାଗରୀକ ଚିତ୍ତରଞ୍ଜନ ପାଢ଼ୀ  ଙ୍କ ସଭାପତିତ୍ବ ରେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହିତ ସେମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ର ନିରବ ପାର୍ଥନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ କୁମାର ନାୟକ, ରାଧାକାନ୍ତ ନାୟକ, ସୁକାନ୍ତ ନାୟକ, ମନୋଜ ମଣ୍ଡଳ, ବିଶ୍ୱ ନାୟକ, ହରେଶ ଚନ୍ଦ୍ର ଦଳେଇ, ଅ ମନ  ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ସୁନା, ଶାନ୍ତ ଭୋଇ, ଜଗା ଡାଙ୍ଗୁଆ, ସୋନି ଜାଲ, ଯୁଗଳ ରାଜହଂସ, ଦୀପକ ସୁନା, ନିଖିଳ ଜାଲ, ପ୍ରମୁଖ ଉପସ୍ଥିତ ଥିଲେ।

The post ଚିପିଲିମା ରେ ପୁଲବାମା ବୋମା ବିସ୍ପୋରଣ ରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ appeared first on Odisha.News.