ଚିଲ ନେଇଗଲା ଶ୍ରୀମନ୍ଦିର ବାନା,ପୁରୀରେ ଲାଗିଲା ନିଆଁ...ପାଉଁଶ ହୋଇଗଲା ପୁଳା ପୁଳା ଦୋକାନ ।

ପୁରୀରେ ଆରମ୍ଭ ହୋଇଗଲା ଧ୍ୱସଂର ଲୀଳା। ଶ୍ରୀମନ୍ଦିର ବାନାକୁ ଚିଲ ନେଇଗଲା ପରେ ପୁରୀରେ ଜଳିପୋଡି ପାଉଁଶ ହୋଇଗଲା ପୁଳା ପୁଳା ଦୋକାନ। ହାହାକାର ଡାକିଲେଣି ଲୋକେ। କୃଷ୍ଣପ୍ରସାଦରେ ପଣାଯାତ୍ରା ମହୋତ୍ସବରେ ପ୍ଲାଷ୍ଟିକ ଖେଳନା ଦୋକାନରେ ନିଆଁ ଲା