ଚୋରଙ୍କ ସୁପର ପ୍ଲାନ୍‌: ପ୍ରଥମେ ଗାଁରୁ ବିଦ୍ୟୁତ୍‌ କାଟିଲେ, ଆଉ ପରେ….

ପୁରୀ,୨୧।୧: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି ହୋଇଛି। କେତେକ ଦୁବୃର୍ତ୍ତ ମନ୍ଦିର ପ୍ରସ୍ଥାନ ଲୁହା ଗେଟ କାଟି ମନ୍ଦିରରେ ପଶି ହୁଣ୍ଡିରୁ ସୁନା, ରୁପା, ଟଙ୍କା ଆଦି ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଲୁଟି ବେଳେ ଦୁବୃର୍ତ୍ତମାନେ ଏକ ସୁପର ପ୍ଲାନ୍‌ କରିଥିଳେ। ଗାଁର ବିଦ୍ୟୁତ୍‌ କାଟି ଦେବା ସହ ମନ୍ଦିରରେ ଲାଗିଥିବା ସିସିଟିଭି ତାର କାଟି ଏହି କାଣ୍ଡ ଭିଆଇଥିଲେ। ଅଭିଯୋଗ ପରେ ଚନ୍ଦନପୁର ପୋଲିସ […] The post ଚୋରଙ୍କ ସୁପର ପ୍ଲାନ୍‌: ପ୍ରଥମେ ଗାଁରୁ ବିଦ୍ୟୁତ୍‌ କାଟିଲେ, ଆଉ ପରେ…. appeared first on Dharitri Odia News.

ଚୋରଙ୍କ ସୁପର ପ୍ଲାନ୍‌: ପ୍ରଥମେ ଗାଁରୁ ବିଦ୍ୟୁତ୍‌ କାଟିଲେ, ଆଉ ପରେ….

ପୁରୀ,୨୧।୧: ପୁରୀ ଜିଲା ଚନ୍ଦନପୁର ଥାନା ଅଧୀନ ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ଚୋରି ହୋଇଛି। କେତେକ ଦୁବୃର୍ତ୍ତ ମନ୍ଦିର ପ୍ରସ୍ଥାନ ଲୁହା ଗେଟ କାଟି ମନ୍ଦିରରେ ପଶି ହୁଣ୍ଡିରୁ ସୁନା, ରୁପା, ଟଙ୍କା ଆଦି ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ଲୁଟି ବେଳେ ଦୁବୃର୍ତ୍ତମାନେ ଏକ ସୁପର ପ୍ଲାନ୍‌ କରିଥିଳେ। ଗାଁର ବିଦ୍ୟୁତ୍‌ କାଟି ଦେବା ସହ ମନ୍ଦିରରେ ଲାଗିଥିବା ସିସିଟିଭି ତାର କାଟି ଏହି କାଣ୍ଡ ଭିଆଇଥିଲେ। ଅଭିଯୋଗ ପରେ ଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ହେଲେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

The post ଚୋରଙ୍କ ସୁପର ପ୍ଲାନ୍‌: ପ୍ରଥମେ ଗାଁରୁ ବିଦ୍ୟୁତ୍‌ କାଟିଲେ, ଆଉ ପରେ…. appeared first on Dharitri Odia News.