ଚୋରା ବାଇକ୍‌ ଧରିବାକୁ ଗଲେ, IICଙ୍କୁ ମହିଳା ପ୍ରବଳ ପିଟିଲେ

ଚୋରି ଗାଡ଼ି ସିଜ୍ କରିବାକୁ ଯାଇ ହଟ୍ଟହଟା ହେଲା ପୋଲିସ । ମହିଳାଙ୍କ ନିକଟରୁ ମାଡ଼ ଖାଇଲେ ପୋଲିସ ଅଧିକାରୀ । ଏ ଘଟଣା ହେଉଛି ଯାଜପୁର ଜିଲ୍ଲା କୋରେଇ ଥାନା ଅଞ୍ଚଳର ।

ଚୋରା ବାଇକ୍‌ ଧରିବାକୁ ଗଲେ, IICଙ୍କୁ ମହିଳା ପ୍ରବଳ ପିଟିଲେ
Array