ଚୋରାବାଲି ପାଇଁ ଚାଲିଗଲା ୨ ଯୁବକଙ୍କ ଜୀବନ, ରାଗରେ ଗର୍ଜିଲେ ପୂର୍ବତନ ବିଧାୟକ, ହାତବାନ୍ଧି ଠିଆ ହେଲେ ପୋଲିସ
ବେଆଇନ ବାଲି ଚାଲାଣ ଯୋଗୁ ଚାଲିଗଲା ଦୁଇ ନିରୀହ ଜୀବନ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଗବାନପୁର ଗ୍ରାମର ଦୁଇ ଯୁବକ ବାଇକରେ ଜାରକା ଅଭିମୁଖେ ଆସୁଥିବା ସମୟରେ ବଡ଼କଏମା ପଞ୍ଚାୟତ ଗୋପନଗର ବାଲି ଘାଟରୁ ବାଲି ନେଇ ଆସୁଥିବା ଏକ ଟ୍ରାକ୍ଟର କେଲୁ