ରାତି ହେଲେ ଜଙ୍ଗଲରୁ ବାହାରି ଗାଁରେ ପଶୁଛି ....ଆଗକୁ ଯିଏ ଆସୁଛି ତାକୁ କରୁଛି ମରଣାତ୍ମକ ଆକ୍ରମଣ...
ଗାଁ କୁ ପଶି ଆସିଛି ଭାଲୁ,ଗାଁରେ ପଶି ଲୋକଙ୍କୁ କରୁଛି ହନ୍ତସନ୍ତ ଏବଂ ଭାଲୁ ଆକ୍ରମଣରେ ଚାଲିଯାଇଛି ଜଣଙ୍କର ଜୀବନ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମେଦନା ଗ୍ରାମରେ | Odisha Bhaskar is on
ଗାଁ କୁ ପଶି ଆସିଛି ଭାଲୁ,ଗାଁରେ ପଶି ଲୋକଙ୍କୁ କରୁଛି ହନ୍ତସନ୍ତ ଏବଂ ଭାଲୁ ଆକ୍ରମଣରେ ଚାଲିଯାଇଛି ଜଣଙ୍କର ଜୀବନ | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମେଦନା ଗ୍ରାମରେ |
Odisha Bhaskar is on