Special Story: 'Supari Killers' Hired to Kill Groom on Wedding Day in Bolangir, 7 Arrested

#ବରକୁ_ମର୍ଡର_ପାଇଁ_ସୁପାରୀ କନ୍ୟା ଗାଁ ଦାଣ୍ଡରେ ବର ଆସୁଥାଏ ରୋସଣୀ କରି। ନାଚ ଗୀତ କରି ପ୍ରୋସେସନରେ ମସଗୁଲ ଥାଆନ୍ତି ବରଯାତ୍ରୀ। ହେଲେ ବରକୁ ମାରିବାର ସୁପାରୀ ନେଇ ଆସିଥାନ୍ତି ୧୦ ଜଣ ନିଶାଶକ୍ତ ଯୁବକ । #Marriage #Groom #MurderCase