ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

ଚୌଦ୍ୱାର : ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା I ସେ ଜେଲ ଶୌଚାଳୟ ଭିତରେ ରେଲିଂରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି Iମୃତ କଏଦୀ ଜଣଙ୍କ ଯାଜପୁର ଜିଲ୍ଲାର ମହେନ୍ଦ୍ର ଦାସ I ସେ ୨୦୦୬ ମସିହାରୁ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ୧୫ ହେବ ଜେଲଦଣ୍ଡ ଭୋଗୁଥିଲେ I ସେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଜେଲ୍ର ମାନସିକ ବିଭାଗରେ ରହୁଥିଲେ I ଆଜି ସେଠାରେ କେହି ନଥିବାର ସୁଯୋଗ ନେଇ ଶୌଚାଳୟ ଭିତରେ ଆତ୍ମହତ୍ୟା […]

ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା
ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା

ଚୌଦ୍ୱାର : ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା I ସେ ଜେଲ ଶୌଚାଳୟ ଭିତରେ ରେଲିଂରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି Iମୃତ କଏଦୀ ଜଣଙ୍କ ଯାଜପୁର ଜିଲ୍ଲାର ମହେନ୍ଦ୍ର ଦାସ I ସେ ୨୦୦୬ ମସିହାରୁ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ୧୫ ହେବ ଜେଲଦଣ୍ଡ ଭୋଗୁଥିଲେ I ସେ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ଜେଲ୍ର ମାନସିକ ବିଭାଗରେ ରହୁଥିଲେ I ଆଜି ସେଠାରେ କେହି ନଥିବାର ସୁଯୋଗ ନେଇ ଶୌଚାଳୟ ଭିତରେ ଆତ୍ମହତ୍ୟା କରିଥିବା ନେଇ ଚୌଦ୍ୱାର ଜେଲ କର୍ତୃପକ୍ଷ ସୂଚନା ଦେଇଛନ୍ତି I