ଚୌଦ୍ବାର ଜେଲ୍‌ରେ ଜୀବନ ହାରିଲେ କଏଦୀ, ହତ୍ୟା ମାମଲାରେ ୨୦୦୬ରୁ ସଜା ଭୋଗୁଥିଲେ

କଟକ ୫/୮: ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା । ମୃତକ ଯାଜପୁର ଅଞ୍ଚଳର ମହେନ୍ଦ୍ର ଦାସ । ସେ ନିଜ ଗାମୁଛା ବାନ୍ଧିରେଲିଂରେ ଝୁଲି ଆତ୍ମହତ୍ୟା କରିଛନ୍ତି । ହତ୍ୟା ମାମଲାରେ ୨୦୦୬ରୁ ଦୀର୍ଘ ୧୫ ବର୍ଷହେବ ଚୌଦ୍ବାର ଜେଲ୍‌ରେ ସଜା କାଟୁଥିଲେ ମହେନ୍ଦ୍ର । ସେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହୋଇଥିବାରୁ ଜେଲ୍‌ ଭିତରେ ଥିବା ମାନସିକ ବିଭାଗରେ ରହୁଥିଲେ ।  ଆଜି କେହି ନଥିବାର ସୁଯୋଗ ନେଇ ସେଠାରେ ଥିବା ଶୌଚାଳୟରେ ସେ ଜୀବନ ହାରିଦେଇଥିବା ସୂଚନା ଦେଇଛନ୍ତି ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷ । 

ଚୌଦ୍ବାର ଜେଲ୍‌ରେ ଜୀବନ ହାରିଲେ କଏଦୀ, ହତ୍ୟା ମାମଲାରେ ୨୦୦୬ରୁ ସଜା ଭୋଗୁଥିଲେ

କଟକ ୫/୮: ଚୌଦ୍ବାର ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା । ମୃତକ ଯାଜପୁର ଅଞ୍ଚଳର ମହେନ୍ଦ୍ର ଦାସ । ସେ ନିଜ ଗାମୁଛା ବାନ୍ଧି
ରେଲିଂରେ ଝୁଲି ଆତ୍ମହତ୍ୟା କରିଛନ୍ତି । ହତ୍ୟା ମାମଲାରେ ୨୦୦୬ରୁ ଦୀର୍ଘ ୧୫ ବର୍ଷହେବ ଚୌଦ୍ବାର ଜେଲ୍‌ରେ ସଜା କାଟୁଥିଲେ ମହେନ୍ଦ୍ର । ସେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହୋଇଥିବାରୁ ଜେଲ୍‌ ଭିତରେ ଥିବା ମାନସିକ ବିଭାଗରେ ରହୁଥିଲେ ।  ଆଜି କେହି ନଥିବାର ସୁଯୋଗ ନେଇ ସେଠାରେ ଥିବା ଶୌଚାଳୟରେ ସେ ଜୀବନ ହାରିଦେଇଥିବା ସୂଚନା ଦେଇଛନ୍ତି ଚୌଦ୍ବାର ଜେଲ୍‌ କର୍ତ୍ତୃପକ୍ଷ ।