ଛତିଶଗଡ଼ ସୁକମା ଉପମପାଲ୍ଲି ଜଙ୍ଗଲରେ ୧୭ ନକ୍ସଲ ସଫା

ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ।

ଛତିଶଗଡ଼ ସୁକମା ଉପମପାଲ୍ଲି ଜଙ୍ଗଲରେ ୧୭ ନକ୍ସଲ ସଫା
Array