ଛାଡପତ୍ର ଖବର ମଧ୍ୟରେ ସାମ୍ନାକୁ ଆସିଲା ନତାଶାଙ୍କ IPLଭିଡିଓ, ସ୍ଵାମୀଙ୍କୁ ଚିଅର କରୁଥିବାର ଆସିଲେ ନଜର
ମୁମ୍ଵାଇ ୨୭।୦୫: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ କିଛି ଠିକ୍ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ହାର୍ଦ୍ଦିକ କିମ୍ବା ନତାଶା ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏହା ଆରମ୍ଭ ହେଲା ଯେତେବେଳେ ଜଣେ 'ରେଡ୍ଡିଟର' ଏକ ପୋଷ୍ଟ ସେୟାର କରି ଦାବି କରିଥିଲେ ଯେ ନତାଶା ଏବଂ ହାର୍ଦ୍ଦିକ ଅଲଗା ହୋଇଯାଇଛନ୍ତି। ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆଇପିଏଲ୍ ୨୦୨୪ରେ ହାର୍ଦ୍ଦିକଙ୍କ ଦ୍ୱାରା ଅଧିନାୟକତ୍ୱ ହୋଇଥିବା 'ମୁମ୍ବାଇ ଇଣ୍ଡିଆନ୍ସ' ଦଳର କୌଣସି ମ୍ୟାଚରେ ନତାଶାଙ୍କୁ ଦେଖିବାକୁ ମିଳି ନଥିଲା।View this post on InstagramA post shared by Editswithharry???? (@withharryy_)ବର୍ତ୍ତମାନ ଏହି ଦାବିକୁ ମିଥ୍ୟା ପ୍ରମାଣ କରି ଆଇପିଏଲ୍ ୨୦୨୪ ମ୍ୟାଚରୁ ନତାଶାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ସ୍ୱାମୀ ହାର୍ଦ୍ଦିକଙ୍କ ପାଇଁ ଖୁସି ଥିବା ଦେଖିବାକୁ ମିଳିଛି। ତାଙ୍କ ପୁଅ ଅଗସ୍ତ୍ୟ ମଧ୍ୟ ତାଙ୍କ ସହିତ ଥିଲେ। ଭିଡିଓରେ ଅଗସ୍ତ୍ୟ 'ଗୋ ପାପା ଗୋ' ବୋଲି କହୁଥିବାର ନଜର ଆସିଛି । ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ଯେତେବେଳେ ଜଣେ ରେଡ୍ଡିଟରେ ଦମ୍ପତିଙ୍କ ଅଲଗା ହେବା ବିଷୟରେ କଳ୍ପନା କରୁଥିବା ନେଇ ପୋଷ୍ଟ ସେୟାର କରି କହିଥିଲେ ଯେ ନତାଶା ଆଇପିଏଲର ପ୍ରତ୍ୟେକ ମ୍ୟାଚରୁ ଗାଏବ ଅଛନ୍ତି। ନିକଟର
ମୁମ୍ଵାଇ ୨୭।୦୫: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ବର୍ତ୍ତମାନ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ କିଛି ଠିକ୍ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଛି। ତେବେ ହାର୍ଦ୍ଦିକ କିମ୍ବା ନତାଶା ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏହା ଆରମ୍ଭ ହେଲା ଯେତେବେଳେ ଜଣେ 'ରେଡ୍ଡିଟର' ଏକ ପୋଷ୍ଟ ସେୟାର କରି ଦାବି କରିଥିଲେ ଯେ ନତାଶା ଏବଂ ହାର୍ଦ୍ଦିକ ଅଲଗା ହୋଇଯାଇଛନ୍ତି। ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଆଇପିଏଲ୍ ୨୦୨୪ରେ ହାର୍ଦ୍ଦିକଙ୍କ ଦ୍ୱାରା ଅଧିନାୟକତ୍ୱ ହୋଇଥିବା 'ମୁମ୍ବାଇ ଇଣ୍ଡିଆନ୍ସ' ଦଳର କୌଣସି ମ୍ୟାଚରେ ନତାଶାଙ୍କୁ ଦେଖିବାକୁ ମିଳି ନଥିଲା।
ବର୍ତ୍ତମାନ ଏହି ଦାବିକୁ ମିଥ୍ୟା ପ୍ରମାଣ କରି ଆଇପିଏଲ୍ ୨୦୨୪ ମ୍ୟାଚରୁ ନତାଶାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ସ୍ୱାମୀ ହାର୍ଦ୍ଦିକଙ୍କ ପାଇଁ ଖୁସି ଥିବା ଦେଖିବାକୁ ମିଳିଛି। ତାଙ୍କ ପୁଅ ଅଗସ୍ତ୍ୟ ମଧ୍ୟ ତାଙ୍କ ସହିତ ଥିଲେ। ଭିଡିଓରେ ଅଗସ୍ତ୍ୟ 'ଗୋ ପାପା ଗୋ' ବୋଲି କହୁଥିବାର ନଜର ଆସିଛି । ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ଯେତେବେଳେ ଜଣେ ରେଡ୍ଡିଟରେ ଦମ୍ପତିଙ୍କ ଅଲଗା ହେବା ବିଷୟରେ କଳ୍ପନା କରୁଥିବା ନେଇ ପୋଷ୍ଟ ସେୟାର କରି କହିଥିଲେ ଯେ ନତାଶା ଆଇପିଏଲର ପ୍ରତ୍ୟେକ ମ୍ୟାଚରୁ ଗାଏବ ଅଛନ୍ତି।


ନିକଟରେ ହାର୍ଦ୍ଦିକଙ୍କ ଭାଇ କ୍ରୁନାଲ ତାଙ୍କ ପୁତୁରା ଅଗସ୍ତ୍ୟ ଏବଂ ପୁଅଙ୍କ ସହ ସମୟ ଅତିବାହିତ କରିବାର ଏକ ଫଟୋ ସେୟାର କରିଥିଲେ, ସେତେବେଳେ ନତାଶା ଏହା ଉପରେ ଏକ ସୁନ୍ଦର କମେଣ୍ଟ ଦେଇଥିଲେ। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। କହିବାକୁ ଗଲେ ଭାଇରାଲ୍ ରେଡ୍ଡିଟ୍ ପୋଷ୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ନତାଶା ହାର୍ଦ୍ଦିକଙ୍କ ନାମ ପାଣ୍ଡ୍ୟାଙ୍କୁ ଇନଷ୍ଟା ବାୟୋରେ ହଟାଇ ଦେଇଛନ୍ତି । ତେବେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏହି ସମୟରେ, ନତାଶା ତାଙ୍କ ଇନଷ୍ଟା ହ୍ୟାଣ୍ଡେଲରୁ ଏକ ଫଟୋ ସେୟାର କରିଥିଲେ।