ଛାତ ଉପରେ ପାଠ ପଢୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ

ମୋହନା ୮।୧୧: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ଆହତ । ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ୍ କଟାମା ପଞ୍ଚାୟତର ଡନିଗାଁରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ବ୍ଲକ୍ କଟାମା ପଞ୍ଚାୟତର ଡନିଗାଁରେ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର । ଆହତ ଛାତ୍ର ମାନେ ହେଲେ ଉକ୍ତ ଗ୍ରାମର ୯ ବର୍ଷ ବୟସ୍କ ପିଟର ସୁଆନ ସିଂ, ୧୫ ବର୍ଷ ବୟସ୍କ ରିଙ୍କୁ ପରିଛା, ୭ ବର୍ଷ ବୟସ୍କ ସିଦ୍ଧାର୍ଥ ନାୟକ । ଶୀତ ଦିନ ହୋଇଥିବାରୁ ଛାତ୍ର ମାନେ ଘର ଛାତ ଉପରେ ଖରାରେ ପାଠ ପଢୁଥିଲେ । ସେହି ସମୟରେ ଛାତ୍ରମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଛାତ୍ର ମାନେ ଆହତ ହୋଇଥିଲେ । ଆହତ  ଛାତ୍ର ମାନଙ୍କୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ର ମାନେ ଘରକୁ ଫେରିଥିବା ଜଣାପଡିଛି lYou Can Read:ମାଆ ତାରା ତାରିଣୀଙ୍କର ମହାସ୍ନାନ, ଚୋର ସ୍ପର୍ଶ କରିଥିବାରୁ ହେଲା ମହାସ୍ନାନ 

ଛାତ ଉପରେ ପାଠ ପଢୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ

ମୋହନା ୮।୧୧: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ୍ର ଆହତ । ୩ ଜଣ ଛାତ୍ର ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ୍ କଟାମା ପଞ୍ଚାୟତର ଡନିଗାଁରେ ଘଟିଛି ଏଭଳି ଘଟଣା । 

ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନା ବ୍ଲକ୍ କଟାମା ପଞ୍ଚାୟତର ଡନିଗାଁରେ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର । ଆହତ ଛାତ୍ର ମାନେ ହେଲେ ଉକ୍ତ ଗ୍ରାମର ୯ ବର୍ଷ ବୟସ୍କ ପିଟର ସୁଆନ ସିଂ, ୧୫ ବର୍ଷ ବୟସ୍କ ରିଙ୍କୁ ପରିଛା, ୭ ବର୍ଷ ବୟସ୍କ ସିଦ୍ଧାର୍ଥ ନାୟକ । 

ଶୀତ ଦିନ ହୋଇଥିବାରୁ ଛାତ୍ର ମାନେ ଘର ଛାତ ଉପରେ ଖରାରେ ପାଠ ପଢୁଥିଲେ । ସେହି ସମୟରେ ଛାତ୍ରମାନେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଛାତ୍ର ମାନେ ଆହତ ହୋଇଥିଲେ । ଆହତ  ଛାତ୍ର ମାନଙ୍କୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ର ମାନେ ଘରକୁ ଫେରିଥିବା ଜଣାପଡିଛି l

You Can Read:

ମାଆ ତାରା ତାରିଣୀଙ୍କର ମହାସ୍ନାନ, ଚୋର ସ୍ପର୍ଶ କରିଥିବାରୁ ହେଲା ମହାସ୍ନାନ