ଛାତି ଫାଟି ଯାଉଛି, ଘଡ଼ିକୁ ଘଡ଼ି ବୁଡି ଯାଉଛି ଚେତା

ଘଡ଼ିକୁ ଘଡ଼ି ବୁଡି ଯାଉଛି ଚେତା। ଘରର ଅବସ୍ଥା ଦେଖି ଫାଟି ଯାଉଛି ଛାତି। ଝିଅ ବାହାଘର କରିବାକୁ ଟଙ୍କା ସୁନା ଗହଣା ରଖିଥିଲେ। ସବୁ ଜଳି ଅଙ୍ଗାର ହୋଇଗଲା ।

ଛାତି ଫାଟି ଯାଉଛି, ଘଡ଼ିକୁ ଘଡ଼ି ବୁଡି ଯାଉଛି ଚେତା
Array