How India Conducts Census: ଭାରତରେ କିପରି ହୁଏ ଜନଗଣନା ? ୨୦୧୧ ତୁଳନାରେ ୨୦୨୭ରେ କ’ଣ ହେବ ଭିନ୍ନ...

୨୦୧୧ରେ ଦେଶରେ ଶେଷଥର ପାଇଁ ଜନଗଣନା ଅନୁଷ୍ଠିତ ହୋଇଥିଲା । ଭାରତରେ ପ୍ରତି ୧୦ ବର୍ଷକୁ ଥରେ ଜନଗଣନା କରାଯାଏ । ସାରା ଦେଶରେ ଜନଗଣନା ଶେଷ କରିବାକୁ ପ୍ରାୟ ୨୧ ମାସ ସମୟ ଲାଗିବ। ଜନଗଣନାରେ ସାରା ଦେଶର ଜନସଂଖ୍ୟା ସମେତ ଅନ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ । ଏହି କାର୍ଯ୍ୟରେ ଲକ୍ଷ ଲକ୍ଷ କର୍ମଚାରୀ ନିୟୋଜିତ ହେବେ ।

How India Conducts Census: ଭାରତରେ କିପରି ହୁଏ ଜନଗଣନା ? ୨୦୧୧ ତୁଳନାରେ ୨୦୨୭ରେ କ’ଣ ହେବ ଭିନ୍ନ...
Array