ସାମ୍ୱାଦିକଙ୍କ ମୁଣ୍ଡରେ ଚେୟାର

କଂଗ୍ରେସ କର୍ମୀଙ୍କ ଚେୟାର ଫିଙ୍ଗାରେ ଓଟିଭି ସାମ୍ବାଦିକ ପ୍ରଭାତ ବିଷୋୟୀ ଆହତ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟେଲିଫୋନରେ ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା। ଆଶୁ ଆରୋଗ୍ୟ କାମନା କଲେ ।

ସାମ୍ୱାଦିକଙ୍କ ମୁଣ୍ଡରେ ଚେୟାର
Array