Romantic Bike Stunt: ରାସ୍ତା ଉପରେ ରୋମାନ୍ସ; ଯୁବକଙ୍କ କୋଳରେ ବସିଛି ସୁନ୍ଦରୀ, ଦ୍ରୁତ ଗତିରେ ଯାଉଛି ବାଇକ୍‌

ଜଣେ ଯୁବକ ଏବଂ ଯୁବତୀ ଦ୍ରୁତ ଗତିରେ ଯାଉଥିବା ବାଇକ୍‌ରେ ରୋମାନ୍ସ କରୁଛନ୍ତି। ସେମାନେ କେବଳ ବାଇକ୍‌ରେ ରୋମାନ୍ସ କରୁନାହାନ୍ତି ସେମାନେ ଖୋଲାଖୋଲି ଟ୍ରାଫିକ୍ ନିୟମ ଉଲ୍ଲଂଘନ ମଧ୍ୟ କରୁଛନ୍ତି।

Romantic Bike Stunt: ରାସ୍ତା ଉପରେ ରୋମାନ୍ସ; ଯୁବକଙ୍କ କୋଳରେ ବସିଛି ସୁନ୍ଦରୀ, ଦ୍ରୁତ ଗତିରେ ଯାଉଛି ବାଇକ୍‌
Array