CSK's IPL 2025 Failure Analysis: ଆଇପିଏଲ୍ ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ କାହିଁକି ବାଦ୍ ପଡ଼ିଲା CSK ?

ଆଇପିଏଲ୍ ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର୍ କିଙ୍ଗ୍‌ସ । ସିଜନ୍ ମଝିରେ ଅଧିନାୟକତ୍ୱକୁ ଫେରିଥିବା ମହେନ୍ଦ୍ର ସିଂହ ଧୋନି ବି ବଦଳାଇପାରି ନାହାନ୍ତି ଟିମ୍‌ର ଭାଗ୍ୟ । ତେବେ କାହିଁକି ବିଫଳ ହୋଇଛି ଟିମ୍‌? କ’ଣ ରହିଛି ଏହା ପଛର କାରଣ ?

CSK's IPL 2025 Failure Analysis: ଆଇପିଏଲ୍ ୨୦୨୫ ସିଜନ୍‌ରେ ପ୍ଲେଅଫ୍ ଦୌଡ଼ରୁ କାହିଁକି ବାଦ୍ ପଡ଼ିଲା CSK ?
Array