ଛାତ୍ର ତିଆରି କଲେ ମୋବାଇଲ ଗେମ୍
କମ୍ପ୍ୟୁଟର କ୍ଲାସ୍ରେ ଗେମ୍ ଖେଳୁଥିଲେ। ଏବେ ନିଜେ ତିଆରି କଲେ ଗେମ୍। ସେ ପୁଣି ଜଣେ ସ୍କୁଲ ଛାତ୍ର । ହଁ ଆଜ୍ଞା ଗୋଟିଏ କି ଦୁଇଟି ନୁହେଁ କମ୍ପ୍ୟୁଟର କୋଡିଂ ବ୍ୟବହାର କରି ଛାତ୍ର ଜଣକ ତିଆରି କରିଛନ୍ତି ୪ଟି ଗେମ୍।