ଛାମୁଣ୍ଡା ହାତିପଡାରେ ସତସଙ୍ଗ

ସମ୍ବଲପୁର(ଛାମୁଣ୍ଡା): ଯୁଯୋମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତର ହାତିପଡା ଠାରେ ଆଜି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦିଲ୍ଲିପ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂପର୍କରେ ସ୍ୱାଗତ ସୂଚନା ପ୍ରଦାନ କରି ଅନୁକୂଳ ଚନ୍ଦ୍ରଙ୍କ ଉପରେ ବିଷଦ ଆଲୋଚନା କରିଥିଲେ। ଏଥିରେ ନାରାୟଣ ଚନ୍ଦ୍ର ବିଶ୍ୱାଲ,ମହେଶ୍ୱର ଚକ୍ର,ମାଧବ ଚନ୍ଦ୍ର ଜେନା,ଜଗନ୍ନାଥ ବିଶ୍ୱାଳ,ଜୟରାମ ଭୋଇ,ବେନିଆ ସାହୁ ପ୍ରମୂଖ ଭଜନ ପରିବେଷଣ କରିଥିବା ବେଳେ ଏଥିରେ ଛାମୁଣ୍ଡା ସରପଞ୍ଚ୍ ବନିତା ଭୋଇ,ସାମ୍ବାଦିକ ତନୟ ମହାପାତ୍ର, ପୁର୍ବତନ ଶିକ୍ଷୟତ୍ରୀ […] The post ଛାମୁଣ୍ଡା ହାତିପଡାରେ ସତସଙ୍ଗ appeared first on Odisha.News.

ଛାମୁଣ୍ଡା ହାତିପଡାରେ ସତସଙ୍ଗ

ସମ୍ବଲପୁର(ଛାମୁଣ୍ଡା): ଯୁଯୋମୁରା ବ୍ଲକ ଛାମୁଣ୍ଡା ପଞ୍ଚାୟତର ହାତିପଡା ଠାରେ ଆଜି ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଦିଲ୍ଲିପ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂପର୍କରେ ସ୍ୱାଗତ ସୂଚନା ପ୍ରଦାନ କରି ଅନୁକୂଳ ଚନ୍ଦ୍ରଙ୍କ ଉପରେ ବିଷଦ ଆଲୋଚନା କରିଥିଲେ। ଏଥିରେ ନାରାୟଣ ଚନ୍ଦ୍ର ବିଶ୍ୱାଲ,ମହେଶ୍ୱର ଚକ୍ର,ମାଧବ ଚନ୍ଦ୍ର ଜେନା,ଜଗନ୍ନାଥ ବିଶ୍ୱାଳ,ଜୟରାମ ଭୋଇ,ବେନିଆ ସାହୁ ପ୍ରମୂଖ ଭଜନ ପରିବେଷଣ କରିଥିବା ବେଳେ ଏଥିରେ ଛାମୁଣ୍ଡା ସରପଞ୍ଚ୍ ବନିତା ଭୋଇ,ସାମ୍ବାଦିକ ତନୟ ମହାପାତ୍ର, ପୁର୍ବତନ ଶିକ୍ଷୟତ୍ରୀ ଲୀଳାବତୀ ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଡା.ରାଜାରାମ ଷଡଙ୍ଗୀ,ସନ୍ତୋଷ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ସତସଙ୍ଗରେ ସୂର୍ଯ୍ୟ ପଣ୍ଡା,ଶ୍ରୀନୁ ହାତି,ଶ୍ରୀମନ୍ତ ହାତି,ମୁନୁ ମାଝି ପ୍ରମୂଖ ଗ୍ରାମବାସୀ ସହଯୋଗ କରିଥିଲେ।

The post ଛାମୁଣ୍ଡା ହାତିପଡାରେ ସତସଙ୍ଗ appeared first on Odisha.News.