ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ?

ଥମୁନି ଛୁଆ ଚୋରି ଓ ଶିଶୁ ନିଖୋଜ ଘଟଣା । ସପ୍ତାହକ ତଳେ ରାଜଧାନୀ, ଦୁଇଦିନ ତଳେ ମୟୂରଭଞ୍ଜ ଠାକୁରମୁଣ୍ଡା ପରେ.. ଏପଟେ ପୁରୀ ଡେଲାଙ୍ଗରେ ଛୁଆ ନିଖୋଜ ଘଟଣା ନେଇ ରାଜ୍ୟବ୍ୟାପୀ ହଇଚଇ । ତେବେ ରାଜଧାନୀ ଘଟଣା ଭଳି ଠାକୁରମୁଣ୍ଡା ମାମଲାରେ ଛୁଆ ଉଦ୍ଧାର ହୋଇଥିଲେ ବି ଡେଲାଙ୍ଗ ଘଟଣା ଏଯାଏଁ ରହସ୍ୟାବୃତ୍ତ ହୋଇ ରହିଛି। 

ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ?
Array