ଛୁଆ ପାଇଁ ଡାକ୍ତରାଣୀ ବୋହୂକୁ ମାରିଦେଲେ ଶାଶୁଘର ଲୋକ
ଯୋଜନାବଦ୍ଧ ହତ୍ୟାକୁ ଦିଆଯାଇଥିଲା ଦୁର୍ଘଟଣାର ରୂପ । ସମସ୍ତଙ୍କୁ ଲାଗୁଥିଲା ଆକ୍ସିଡେଣ୍ଟ, ହେଲେ ଥିଲା ପ୍ରି-ପ୍ଲାନ ମର୍ଡର। ଡାକ୍ତରାଣୀ ବୋହୂକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ ଶାଶୁ, ଶ୍ୱଶୂର ଓ ଖୋଦ୍ ସ୍ୱାମୀ । ହତ୍ୟାକାଣ୍ଡର ସପ୍ତାହ ପରେ ଉଠିଛି ପରଦା । ସାମ୍ନାକୁ ଆସିଛି ଲେଡି ଡକ୍ଟର ରେଣୁକା ମର୍ଡର ମିଷ୍ଟ୍ରି ।