ଛେଳି ପଶି ଆସିବାରୁ ସ୍କୁଟି ଦୁର୍ଘଟଣା, ୨ ଗୁରୁତର

ପାଟଣା : ପାଟଣା କେନ୍ଦେଇପଶି ରାସ୍ତାର ପୁଟୁଳିଆ ବସ ଷ୍ଟପ ନିକଟରେ କେନ୍ଦେଇପଶି ଆଡକୁ ଯାଉଥିବା ୨ ଜଣ ଯୁବକଙ୍କ ସ୍କୁଟି ସାମ୍ନାକୁ ଏକ ଛେଳି ହଠାତ ପଶି ଆସିବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭବାନୀ ମିଶ୍ର ଓ ଶଙ୍କର ସେନାପତି ନାମକ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି। ପାଟଣା ଅଗ୍ନିଶମ ବାହିନୀ ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପାଟଣା ଡାକ୍ତଖାନାରେ ଭର୍ତ୍ତି କରିଛି।