ଛେଳି ମୁଣ୍ଡରେ ଅଠା ବୋଳି ଖସିଯିବ କି ଉଦ୍ୟାନ ବିଭାଗ?
ପାଣିରେ ପଡିଲା ସାଢେ ୪ ଲକ୍ଷ ଟଙ୍କା । ଆମ୍ବ ବଗିଚା ପାଇଁ ଚାରା ଲଗାଇଲେ ହେଲେ ଏବେ ଚିହ୍ନବର୍ଣ୍ଣ କିଛି ଦେଖାଯାଉନି । ସେପଟେ ଗଛ ଲଗାଇ ବାଡ ଦେଇନଥିଲେ ବୋଲି ଅଭିଯୋଗ ହେଉଛି ।