ଜଗତସିଂହପୁର ଗଣଦୁଷ୍କର୍ମ ତନାଘନା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଆଉ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି । ୩ଟି ଟିମ ଗଠନ କରି ତଦନ୍ତ କରୁଛି ଜଗତସିଂହପୁର ପୋଲିସ ।

ଜଗତସିଂହପୁର ଗଣଦୁଷ୍କର୍ମ ତନାଘନା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
Array